ଫଳରେ ଆଜି କଟକ ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦନ କରିଛନ୍ତି । ଖୁବ ଶୀଘ୍ର ଏହି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଅନ୍ୟ ସ୍କୁଲକୁ ସ୍ଥାନନ୍ତର କରିବା ସହ ଏହି ସ୍କୁଲକୁ ନୂତନ ଭାବେ ଗଢିବା ପାଇଁ ଦାବି ପତ୍ର। ସବୁଠାରୁ ବଡ଼ କଥା ରାଜ୍ୟର ଅନେକ ସ୍କୁଲ କୁ 5t ରେ ରୂପାନ୍ତରଣ ହେଉଥିବା ବେଳେ କଟକ ସହର ଭିତରେ ଥିବା ସର୍ବ ପୁରାତନ ସ୍କୁଲ କଣ ପାଇଁ ଅଣଦେଖା କରୁଛି ଜିଲା ପ୍ରଶାସନ।
ଅଧିକ ପଢନ୍ତୁ ଓଡ଼ିଶା ଖବର