ଅର୍ଗସରେ ପ୍ରସାରିତ ଆମେ ଉତ୍ତରଦାୟୀ କାର୍ଯ୍ୟକ୍ରମକୁ ଧନ୍ୟବାଦ ଜଣେଇଲେ ଦୁବାଇରେ ରହୁଥିବା ଓଡିଆ ଯୁବକ
ନୟାଗଡ: କରୋନା କାଳରେ କଲେଜ ଛାତ୍ରଛାତ୍ରୀଙ୍କ ଡ୍ରେସ କୋର୍ଡ ବଦଳିବାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ । ନୟାଗଡ଼ ଖଣ୍ଡପଡ଼ାସ୍ଥିତ ପଠାଣି ସାମନ୍ତ ମହାବିଦ୍ୟାଳୟରେ ବାରମ୍ବାର ଛାତ୍ରଛାତ୍ରୀଙ୍କ ଡ୍ରେସ କୋର୍ଡ ବଦଳାଯାଉଥିବା ଅଭିଯୋଗ ହୋଇଛି ।
ଏନେଇ ଆଜି ଅଭିଭାବକମାନେ କଲେଜ ପ୍ରିନ୍ସପାଲଙ୍କୁ ଅଭିଯୋଗ ଜଣାଇଛନ୍ତି । ସ୍ଥାନୀୟ ଅଂଚଳର ଜଣେ ଡ୍ରେସ ଦୋକାନୀକୁ ହାତ କରି ଲାଭଖୋର ମନବୃତି ନେଇ କଲେଜ କର୍ତୃପକ୍ଷ ଏଭଳି ନିଷ୍ପତି ନେଉଥିବା ଅଭିଭାବକ ମାନେ ଅଭିଯୋଗ ଆଣିଛନ୍ତି ।