ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ଖାକିରେ ଦାଗ, ମାତାଲ ହୋଇ ଗଡ଼ିଲେ ଏଏସଆଇ

ସୁବର୍ଣ୍ଣପୁର: ପୋଲିସ ଅଧିକାରୀଙ୍କ ମଦ ପିଇ ମାତାଲ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ । ସୁବର୍ଣ୍ଣପୁର ଜିଲ୍ଲା ବିରାମହାଜପୁର ଥାନା ଏଏସଆଇ ବିପିନ ବିହାରୀ ଯାନୀ ମଦ ପିଇ କେ ନାଲ ଖଣ୍ଡିରେ ପଡ଼ିଥିଲେ । ବିରମହାରାଜପୁର ଥାନା ମହୁଖଣ୍ଡି ଓ ଲୁହାଖଣ୍ଡି ଗାଁ ମଝିରେ ଥିବା କେନାଲ ଖଣ୍ଡିରେ ପଡିଥିବା ଦେଖିବାକୁ ମିଳିଥିଲା । ଆଜି କୋଟସମଲାଇଠାରେ ଚାଲିଥିବା ପାତାଳି ମହୋତ୍ସବରେ ବିପିନ ଡ୍ୟୁଟି କରିବାକୁ ଯାଇ ମଦ ପିଇ ପଡ଼ିଥିଲେ । ଅଞ୍ଚଳର ଲୋକେ ବିପିନଙ୍କୁ ମଦପିଇ ପଡିଥିବାର ଦେଖି ଉଠାଇ ଥିଲେ । ଫଳରେ ବିପିନ ଲୋକଙ୍କୁ ଡରାଇବାକୁ ଚେଷ୍ଟା କରିଥିଲେ ।
Download Argus News App
