ଥ୍ରୀ ଡି ସିଟି ସ୍କାନ କରିବା ପରେ ଜଣାପଡିଥିଲା କି ତାଙ୍କ ମୁହଁର ମ୍ୟାକ୍ସିଲାର ଆଣ୍ଟେରିଅର ୱାଲରେ ଫ୍ରାକଚର ହୋଇଛି । ଭାଙ୍ଗିଯାଇଥିବା ହାଡକୁ ଟାଇଟାନିୟମ ମିନି ପ୍ଲେଟ ଓ ସ୍କ୍ରୁ ସହିତ ପିକ୍ସିଂ କରାଯାଇଛି । ଏହି ଅସ୍ତ୍ରୋପଚାରକୁ ୫ ଜଣିଆ ଡାକ୍ତର ଟିମ୍ 1 ଘଣ୍ଟା 50 ମିନିଟରେ ସଫଳ କରିଥିଲେ । ଜର୍ମାନୀ ମ୍ୟାଚ ରେଫରିଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଠିକ୍ ରହିଥିବା ବେଳେ ତାଙ୍କୁ 2ରୁ 4ଦିନ ମଧ୍ୟରେ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।