ROK THOK: ପୋଷା ଶୁଆଙ୍କ ଘୋଷା କଥା
ପୁରୀ: ରଂଗର ପର୍ବ ହୋଲିର ଅଭିନନ୍ଦନ ଜଣାଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରି ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି କୋଭିଡ ପୁଣି ଫେରିବାର ଆଶଙ୍କା ଥିବାବେଳେ ଚଳିତ ବର୍ଷ ହୋଲିକୁ କେଵଳ ଘରେ ରହି ନିଜ ପରିବାର ଲୋକଙ୍କ ସହ ପାଳନ କରିବାକୁ ସେ ବାର୍ତ୍ତା ଦେଇଛନ୍ତି ।
#HappyHoli , Let the colors of Holi spread the message of health and happiness. My SandArt with message “Stay Safe, Play Safe “ at Puri beach in Odisha. pic.twitter.com/uvlPYPu9AW — Sudarsan Pattnaik (@sudarsansand) March 28, 2021
କୋଭିଡ୍ ଗାଇଡ଼ଲାଇନ୍ ମାନିବା ସହ ମାସ୍କ ପିନ୍ଧିବା , ହାତ ସାନିଟାଇଜ କରିବା ପାଇଁ ସୁଦର୍ଶନ ତାଙ୍କ ବାଲୁକା ଚିତ୍ରକଳାରେ ବାର୍ତ୍ତା ଦେଇଛନ୍ତି ।