ଏପରିକି ତାଙ୍କ ସ୍ବାମୀ ମଧ୍ୟ ତାଙ୍କୁ ନିର୍ଯାତନା ଦେଉଥିଲେ। ଶେଷରେ ମହିଳା ଜଣକ ଥାନାରେ ଗୁହାରି ଜଣାଇଥିଲେ ମଧ୍ୟ ପୋଲିସ ଏତଲା ରଖିନଥିଲା।
ତେଣୁ ନ୍ୟାୟ ନପାଇ ଶେଷରେ ମହିଳା ଜଣକ ଆତ୍ମହୁତି ଉଦ୍ୟମ କରିଥିଲେ। ତେବେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ମହିଳାଙ୍କୁ କାବୁ କରି ଏୟାରଫିଲ୍ଡ ଥାନାକୁ ନେଇଯାଇଥିବା ସୂଚନା ମିଳିଛି।