ତା ପରେ ଅଗ୍ନିଶମ ବିଭାଗ ପହଂଚି ଲ୍ୟାଡର ଓ ରୋପ ସାହାଯ୍ୟରେ ମହିଳାଙ୍କୁ ଉପରକୁ ଆଣିଥିଲେ । ଏହାପରେ ମହିଳା ଜଣଙ୍କ ଚିକିତ୍ସା ପାଇଁ ଏସସିବି ମେଡିକାଲ ପଠାଇଛି ପୁଲିସ । ମହିଳାଙ୍କ ଘର ଚୌଦ୍ୱାର ଅଂଚଳ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ମହିଳା ଜଣଙ୍କ କାହିଁକି ଓ କେଉଁ କାରଣରୁ ଆତ୍ମହତ୍ୟା ଉଦ୍ୟମ କଲେ ତାହା ସ୍ପଷ୍ଟ ହୋଇନାହିଁ । ପାରିବାରିକ ବିବାଦକୁ ନେଇ ଆତ୍ମହତ୍ୟା ଉଦ୍ୟମ ନେଇ ସନ୍ଦେହ କରାଯାଉଛି ।
ଆହୁରି ପଢନ୍ତୁ ଓଡିଶା ଖବର...