ଏଖବର ପରେ ଲୋକେ ପରିବାରରେ ଦୁଃଖର ଛାଇ ଖେଳିଯାଇଛି। ଗାଁରେ ଭୟଭୀତ ପରିସ୍ଥିତି ଦେଖିବାକୁ ମିଳିଛି। ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବିଷ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା । ରାଉରକେଲା ଗଣ୍ଡାମୁଣ୍ଡା ଥାନା ଉତ୍ତମ ବସ୍ତିରେ ଘଟିଛି ଏହି ଘଟଣା l ମୃତକ ହେଲେ ପରିଜିତ ପ୍ରେସ୍ ଗଳି ନ୍ୟୁ ବସ୍ଷ୍ଟାଣ୍ଡର କୁରବିନ୍ଦର ସିଂ l ସ୍ଥାନୀୟ ଚନ୍ଦ୍ରା ହୋଟେଲର ମ୍ୟାନେଜର ଭାବେ ସେ କାମ କରୁଥିଲେ l ପାରିବାରିକ କଳହ ଯୋଗୁଁ କିଛି ଦିନ ହେବ ମାନସିକ ଚାପରେ ଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ବିଷ ବୋତଲ ଜବତ କରିଛି ପୋଲିସ । କୁରବିନ୍ଦରଙ୍କ ପରିବାର ବେଙ୍ଗାଲୁରୁରେ ରହୁଛନ୍ତି ।
ଏଖବର ପରେ ଲୋକେ ପରିବାରରେ ଦୁଃଖର ଛାଇ ଖେଳିଯାଇଛି। ଗାଁରେ ଭୟଭୀତ ପରିସ୍ଥିତି ଦେଖିବାକୁ ମିଳିଛି। ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: