ତେବେ ଆତ୍ମହତ୍ୟାର କାରଣ ଘରୋଇ କଳହ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଉଦ୍ଧାର ହୋଇଥିବା ମହିଳା ଜଣଙ୍କ ସୁଧା ଲୋହାର ବୋଲି ଜଣା ପଡ଼ିଛି । ସେ ବ୍ରାହ୍ମଣୀ ତରଙ୍ଗ ଥାନା ସିଂଟୋଲାରେ ରୁହନ୍ତି ।
ରାଉରକେଲା: ରାଉରକେଲାରେ ଅଭାବନୀୟ ଘଟଣା । ବ୍ରାହ୍ମଣୀ ବ୍ରିଜରୁ ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ନଦୀକୁ ଡେଇଁ ବୁଡି ଯାଉଥିବା ବେଳେ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ । ସ୍ଥାନୀୟ ଲୋକଙ୍କ ସହାୟତାରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ଆତ୍ମହତ୍ୟାର କାରଣ ଘରୋଇ କଳହ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଉଦ୍ଧାର ହୋଇଥିବା ମହିଳା ଜଣଙ୍କ ସୁଧା ଲୋହାର ବୋଲି ଜଣା ପଡ଼ିଛି । ସେ ବ୍ରାହ୍ମଣୀ ତରଙ୍ଗ ଥାନା ସିଂଟୋଲାରେ ରୁହନ୍ତି ।