ମୃତକଙ୍କ ପରିବାର ଲୋକ ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ବିନା ଡାକ୍ତରରେ କେବଳ ରୋଗୀ ରଖି ଏହି ହସ୍ପିଟାଲ ଲୋକଙ୍କୁ ମାରି ଦେଉଛି ବୋଲି ମୃତକଙ୍କ ପରିବାର ବର୍ଗଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ରୋଗୀ ମୃତ୍ୟୁ ନେଇ କଟକର ଏକ ଘରୋଇ ହସ୍ପିଟାଲରେ ଉତ୍ତେଜନା । କଟକ କନିକା ଛକ ସ୍ଥିତ ସନ୍ ହସ୍ପିଟାଲରେ ରୋଗୀ ମୃତ୍ୟୁରୁ ଉତ୍ତେଜନା ପ୍ରକାଶ ପାଇଛି ।