ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ, ମୋନା କୁମହର ନାମକ ଜଣେ ଯୁବକ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଶାଶୁଙ୍କୁ ହତ୍ୟା କରିବା ପରେ ଶଶୁରଙ୍କୁ ଆକ୍ରମଣ କରିଥିଲେ । ଗୁଣି ଗାରେଡି ସନ୍ଦେହରେ ଏହି ହତ୍ୟା କରଯାଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ ହତ୍ୟାକାରୀକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ଜ୍ଵାଇଁ ହାତରେ ଶାଶୁର ହତ୍ୟା

ଅର୍ଗସ ବ୍ୟୁରୋ : ଜ୍ଵାଇଁ ହାତରେ ଶାଶୁର ହତ୍ୟା ବଞ୍ଚେଇବାକୁ ଯାଇ ଶଶୁର ଗୁରୁତର । ଗୁଣି ଗାରେଡି ସନ୍ଦେହରେ ଜ୍ଵାଇଁ ଶାଶୁଙ୍କୁ ହତ୍ୟା କରିବା ସହ ଶଶୁରଙ୍କୁ ଅତର୍କିତ ଆକ୍ରମଣ କରିବା ଭଳି ଏକ ସମ୍ବେଦନଶୀଳ ମାମଲା ସୁନ୍ଦରଗଡ଼ ବିସ୍ରା ପୋଲିସ କାତେପୁର ସ୍କୁଲ ଟୋଲା ଅଞ୍ଚଳରେ ସାମ୍ନାକୁ ଆସିଛି ।
Download Argus News App
