Panel discussion: କୃଷକଙ୍କ ଲଢେଇ
ନୂଆଦିଲ୍ଲୀ: ନୟାଗଡର କୁନି ଝିଅ ପରୀ ହତ୍ୟା ଘଟଣାରେ ମାନ୍ୟବର ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଦେଇଛନ୍ତି। ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ନେଇ ସୁପ୍ରିମକୋର୍ଟ କହିଛନ୍ତି। ରାଜ୍ୟ ସରକାର ଉତ୍ତର ରଖିବା ପରେ ପରବର୍ତ୍ତୀ ଶୁଣାଣି ହେବ।
ଜଷ୍ଟିସ ଏମ ଖାନଓ୍ଵିଲକର, ବି ଆର ଗାଭାଇ, କ୍ରୀଷ୍ଣା ମୁରାରୀଙ୍କୁ ନେଇ ଗଠିତ ବେଞ୍ଚରେ ଏହି ମାମଲାର ଶୁଣାଣି ହୋଇଛି। ରାଜ୍ୟ ସରକାର ଏବଂ ସିବିଆଇଙ୍କୁ ନୋଟିସ ଦିଆଯାଇଛି। ପରୀର ମା’ ସୌଦାମିନୀ ସାହୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ।