ହେଲେ ସେବେଠାରୁ ବିଭିନ୍ନ ଆଳରେ ସମୟ ଗଡାଇ ଚାଲିଛନ୍ତି। ଏବେ ପୂର୍ତ୍ତ ବିଭାଗ ଓ ଖାଦ୍ୟ ଯୋଗାଣ ସଚିବ ଥିବା ଭି. ଭି ଯାଦବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଛନ୍ତି। ସରକାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ପାଳନରେ ଟାଳଟୁଳ ନୀତି କରୁଥିବାରୁ ସମାଲୋଚନା କରିଛନ୍ତି ସେବାୟତ ବୁଦ୍ଦିଜୀବି।ତେବେ ପ୍ରଶ୍ନ କାହିଁକି ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରୁନାହାଁନ୍ତି ଶୁଣନ୍ତୁ ଏ ନେଇ କଣ କହିଥିଲେ ପୁରୀ ଆସିଥିବା ମୁଖ୍ୟ ଶାସନ ।
ସରକାର ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦେଶକୁ ଅବମାନନା କରୁଥିବାରୁ ଅଦାଲତ ଅବମାନନା ମାମଲା ରୁଜ୍ଜୁ କରିବା ପାଇଁ ଚେତାଇ ଦେଇଛି ଶ୍ରୀଜଗନ୍ନାଥ ସେନା।ମହାପ୍ରଭୁଙ୍କ ନୀତିକାନ୍ତିରେ ଶୃଙ୍ଖଳା ସହ ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି କରିବା ଶ୍ରୀମନ୍ଦିର ସଂସ୍କାର ମାମଲାରେ ପ୍ରମୁଖ ପ୍ରସ୍ତାବ ରହିଥିଲା। ମାତ୍ର ସଂସ୍କାର କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇନଥିବାରୁ ପୂର୍ବପରି ଏଵେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଶୃଙ୍ଖଳା ହେଉଛି।
ଦର୍ଶନ ବେଳେ କିଛି ଦିନ ତଳେ ଦଳାଚକଟା ସ୍ଥିତି ଉପୁଜିଥିଲା..15-03-23। ଶ୍ରୀମନ୍ଦିର ସଂସ୍କାର ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶ ଅନୁସାରେ ଶ୍ରୀମନ୍ଦିର ସଂସ୍କାରର 22 ପ୍ରସ୍ତାବ ଭିତରେ ମୁଖ୍ୟ ପ୍ରଶାସକ ନିଯୁକ୍ତ ପରି ଅନେକ ପ୍ରସ୍ତାବ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ କାର୍ଯ୍ୟକ୍ଷମ ହୋଇନି।
ଅଧିକ ପଢ଼ନ୍ତୁ ଓଡିଶା ଖବର: