ଆଶ୍ରମ କେଳେଙ୍କାରୀ ନେଇ ୨୦୧୫ ମସିହାରେ ଗିରଫ ହୋଇଥିଲେ ସୁର ବାବା । ଆଶ୍ରମରେ କେଳେଙ୍କାରୀ ଓ ଜମିଜମା ବିବାଦ ନେଇ ୨୦୧୫ ଅଗଷ୍ଟ ୩୧ରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କର ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚିଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା ।
ପରଲୋକରେ ସୁର ବାବା

ଭୁବନେଶ୍ୱର: ଚାଲିଗଲେ ସୁର ବାବା । ଭୁବନେଶ୍ୱର ଉପକଣ୍ଠ ତ୍ରାହି ଅଚ୍ୟୁତ ଆଶ୍ରମ ସ୍ରଷ୍ଟା ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦେହାନ୍ତ ହୋଇଛି । ଗତକାଲି ରାତିରେ ଆପୋଲୋ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଶାରୀରିକ ଅସୁସ୍ଥତା ଯୋଗୁଁ ଗତ କିଛି ଦିନ ହେଲା ମେଡିକାଲରେ ଚିକିତ୍ସିତ ହେଉଥିଲେ ବାବା ।
Download Argus News App
