ଧାନ ମଣ୍ଡିରେ ପଡି ରହିଛି, ଚାଷୀ ଧାନ ବିକ୍ରି କରିଲେ ଋଣ ସୁଝିବ। ଧାନ ବିକ୍ରି ନ କରିପାରିବାରୁ ଅର୍ଥର ଆବଶ୍ୟକ ପଡୁଛି। ଏ ସମୟରେ ପିଏମ କିଷାନ ଅର୍ଥ, ଚାଷୀଙ୍କୁ ସାହାଯ୍ୟ କରିବ।
ଓଡିଶା ସରକାର ଚାଷୀଙ୍କ ସଠିକ ତଥ୍ୟ କେନ୍ଦ୍ରକୁ ଦେଇ ନାହାନ୍ତି। ଯାହା ଫଳରେ ରାଜ୍ୟର କିଛି ଚାଷୀ ଏହି ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ସେ କହିଛନ୍ତି।