ପାଗ ଠିକ୍ ରହିଲେ ସେପ୍ଟେମ୍ୱର ୧୮ରେ ପୁଣି ଥରେ ଶୋ ହେବାର ସମ୍ଭାବନା ରହିଛି ବୋଲି ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି । ଫଳରେ ପୁରୀ ବାସିନ୍ଦାମାନଙ୍କୁ ସକାଳ ୯ଟା ସୁଦ୍ଧା ବ୍ଲୁ ଫ୍ଲାଗ ବିଚ୍, ନୀଳାଦ୍ରି ବିଚ୍ ଓ ଦିଗବାରିଣି ଛକରେ ଥିବା ବେଳାଭୂମିରେ ଏକାଠି ହେବା ପାଇଁ କୁହାଯାଇଛି ।.
ଓଡିଶା ଖବର ଆହୁରି ପଢ଼ନ୍ତୁ ।