ଗୋପାଳଙ୍କ ବିରୋଧରେ ୩୦୨ ଦଫା ଲାଗିଛି। ଏଫଆଇର କପିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ହତ୍ୟା ଉଦ୍ଦେଶ୍ୟରେ ହିଁ ଗୁଳି ଚଳାଇଥିଲେ ଗୋପାଳ । ତେବେ କଣ ହୋଇପାରେ ହତ୍ୟା ପଛର କାରଣ, କିଛି ପୂର୍ବ ଶତ୍ରୁତା ଥିଲା କି ଗୋପାଳଙ୍କର ନବ ଦାସଙ୍କ ସହ ନା ଏହା ପଛରେ ରହିଛି ବଡ଼ ଷଡଯନ୍ତ୍ର। ପରିବାର ଲୋକେ ବି ଏନେଇ ଅନ୍ଧାରରେ ଅଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।