ଅଧିକ ପଢନ୍ତୁ: ଅସୁରକ୍ଷିତ ବନ୍ୟପ୍ରାଣୀ
ଆଠଗଡ ଥାନାରେ ଆଠଗଡ SDPO ପହଞ୍ଚି ପଚରାଉଚରା ଜାରିରଖିଛନ୍ତି। ସେପଟେ ମୃତକଙ୍କ ଗାଁ ସାତଗୋଛିଆ ଲୋକେ ବଡ଼ ବାରସିହ ଛକ ନିକଟରେ ରାସ୍ତା ରୋକ କରିଛନ୍ତି। ଧନେଶ୍ବରଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତଜନା ଲାଗିରହିଛି । ଗତ ୩୦ ତାରିଖରେ ବଡମ୍ବା ରେଞ୍ଜ ମାଣିଆବନ୍ଧ ବିଟ୍ ହିନ୍ଦୋଳ ସୀମା ହିପିଣ୍ଡା ସଂରକ୍ଷିତ ଜଙ୍ଗଲର ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣାର ତଦନ୍ତ କରୁଥିଲା ବଡମ୍ବା ବନ ବିଭାଗ।
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ