ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ମଧ୍ୟ ହୋଟେଲ ସ୍ୱାଗତର ରେଷ୍ଟୁରାଣ୍ଟକୁ ନୋଟିସ କରାଯାଇଥିଲେ ସୁଦ୍ଧା ହୋଟେଲ ପକ୍ଷରୁ କୌଣସି ଉତ୍ତର ଦେଇନଥିଲେ। ଏଭଳି ଭାବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଖବର ସାମ୍ନାକୁ ଆସୁଥିବାବେଳେ ଏନେଇ ସତର୍କ ହେବା ଆବଶ୍ୟକ ହୋଇପଡୁଛି। ଭଲ ଭାବରେ ଖାଦ୍ୟ ତଦାରଣ କରି ଲୋକଙ୍କୁ ଖାଇବାକୁ ଦେହା ଆବଶ୍ୟକ ଥିବାବେଳେ କେହି କେହି ଏହାକୁ ଅବମାନନା କରୁଥିବା ଜଣାପଡିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।