ସରକାରୀ କାର୍ଯ୍ୟକ୍ରମ ନା ଦଳୀୟ ସଭା !
ତାଳଚେର ମେଡିକାଲ କଲେଜ ଏକାଡେମିକ ବ୍ଲକ ଲୋକାର୍ପିତ

ତାଳଚେର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନଙ୍କ ଦ୍ୱାରା ତାଳଚେର ମେଡ଼ିକାଲ କଲେଜ ଏକାଡେମିକ ବ୍ଲକ ଲୋକାର୍ପିତ । ମହାନଦୀ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ପରିସରରେ ଏକ କ୍ୟାନସର ୟୁନିଟ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ଏମସିଏଲ ପକ୍ଷରୁ 492 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମେଡ଼ିକାଲ କଲେଜ ପାଇଁ 2015 ସେପ୍ଟେମ୍ବର ୩ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ବର୍ତମାନ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଚାଷୀଙ୍କ ପାଇଁ ୩ଟି,ମହିଳାଙ୍କ ୩ଟି ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଗୋଟିଏ ଉପଲବ୍ଧ ରହିବ ।
Download Argus News App
