ଅଧିକ ପଢନ୍ତୁ : ବ୍ଲକ୍, ପଞ୍ଚାୟତଠାରୁ ଆରମ୍ଭ କରି ରାଜରାସ୍ତା ସବୁଠି ଡ୍ରାଇଭରମାନଙ୍କ ଆନ୍ଦୋଳନ
ବାହାର ରାଜ୍ୟର ଟ୍ରକକୁ ଅଟାଇଥିବାରୁ ଗଣ୍ଡଗୋଳ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା କ୍ଲିଅର କରିଛି । ଗତକାଲିଠୁ ଅଟକି ରହିଛି ଶହ ଶହ ଟ୍ରକ୍ । ଘଟଣାସ୍ଥଳରେ ବିଜେପିର ଏକ ପ୍ରତିନିଧି ଦଳ ପହଞ୍ଚି ଆଲୋଚନା କରିଛି ।