ଉପଭୋକ୍ତାଙ୍କ ସମସ୍ୟାକୁ ନେଇ ବ୍ୟାସନଗର ସ୍ଥିତ ବ୍ୟାସସରୋବର ଜଗନ୍ନାଥ ମନ୍ଦିର ପରିସରରେ ବିଦ୍ୟୁତ ଉପଭୋକ୍ତା କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି l ସମସ୍ୟା ଉପରେ ଜଦି ଆଗାମୀ ଦିନରେ ରାଜ୍ୟ ସରକାର ଧ୍ୟାନ ନଦିଅନ୍ତି ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ବିଦ୍ୟୁତ ଉପଭୋକ୍ତା କମିଟି l
ଟାଟା ପାୱାର ବିରୋଧରେ ଗର୍ଜିଲେ ଉପଭୋକ୍ତା

ଅର୍ଗସ ବ୍ୟୁରୋ : ଟାଟା ପାୱାରର ଉପଭୋକ୍ତାଙ୍କୁ ଶୋଷଣ ବିରୁଦ୍ଧରେ ଉପଭୋକ୍ତାଙ୍କ ମେଳି l ବିଦ୍ୟୁତ ବିଭାଗ ବିରୁଦ୍ଧରେ ଦିନକୁ ଦିନ ବଢୁଛି ଜନ ଅସନ୍ତୋଷ ଆନ୍ଦୋଳନ ପାଇଁ ସଜବାଜ ହେଲେଣି ଉପଭୋକ୍ତା l
Download Argus News App
