ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ
ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ

ପୁରୀ: ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ । କୃଷ୍ଣପ୍ରସାଦରେ ଛାତ୍ରୀକୁ ପ୍ରଧାନ ଶିକ୍ଷକ ଅସଦରାଚରଣ କରିଥିବା ସୂଚନା ରହିଛି । ବନ୍ଧା ହେଲେ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବିର କୁମାର ଖୁଣ୍ଟିଆ । କୃଷ୍ଣପ୍ରସାଦ ବ୍ଲକ ନୂଆପଡା ସରକାରୀ ବିଦ୍ୟାଳୟରେ ଗତ ଶନିବାର ଦିନ ଛାତ୍ରୀକୁ ପ୍ରଧାନ ଶିକ୍ଷକ ପ୍ରବିର କୁମାର ଖୁଣ୍ଟିଆ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ପରେ କୃଷ୍ଣପ୍ରସାଦ ଥାନା ପୋଲିସ ପ୍ରବିର କୁମାର ଖୁଣ୍ଟିଆକୁ ଗିରଫ କରିଥିବା ନେଇମିଳିଛି ସୂଚନା।
Download Argus News App
