ଅଧିକ ପଢନ୍ତୁ ଓଡ଼ିଶା ଖବର
ଧାରଣା ଜାରି ରହିଥିବା ବେଳେ ଆଗାମୀ ଦିନରେ ଯଦି ସରକାର ଦାବି ପୂରଣ ନ କରନ୍ତି ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି ସରକାରଙ୍କୁ ଦେଇଛନ୍ତି ଚେତାବନୀ । ତା ସହ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଭି.କେ ପଣ୍ଡିଆନଙ୍କୁ ଗୀତ ମାଧ୍ୟମରେ ସିଧା ଟାର୍ଗେଟ କରିଛନ୍ତି । ଝୁଳରେ ନିତାଇ ଝୁଲ ତାଳରେ ନବୀନଙ୍କୁ ଟାର୍ଗେଟ କରି ତାଛଲ୍ୟ କରିଥିବାବେଳେ ପୌରାଣିକ ଗୀତ ଶୈଳୀରେ ପଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ।