କୋରାପୁଟ ସିମିଳିଗୁଡାରେ ରାତ୍ରିକାଳୀନ ତାପମାତ୍ରା ସର୍ବନିମ୍ନ 7.4ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଜି. ଉଦୟଗିରିରେ 9, ଫୁଲବାଣୀରେ 9.5, ଦାରିଙ୍ଗବାଡିରେ 9.5, ନବରଙ୍ଗପୁରରେ 10 ଏବଂ କୋରାପୁଟରେ 10.2 ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଡିସେମ୍ବର 4ରେ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ପ୍ରଭାବରେ ରାତ୍ରିକାଳୀନ ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
15ଡିଗ୍ରୀ ତଳେ ରାଜ୍ୟର 20ଟି ସହରର ତାପମାତ୍ରା

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ସବୁ ସ୍ଥାନରେ ପାରଦ ଖସୁଥିବାରୁ ପ୍ରବଳ ଶୀତ ଅନୁଭୂତ ହେଉଛି। 15ଡିଗ୍ରୀ ତଳେ ରାଜ୍ୟର 20ଟି ସହରର ତାପମାତ୍ରା। ରାତ୍ରିକାଳୀନ ତାପମାତ୍ରାରେ ହ୍ରାସ ଘଟୁଥିବା ବେଳେ ରାଜ୍ୟରେ ଶୀତର ପ୍ରକୋପ ବଢିଛି।
Download Argus News App
