ଫଳରେ ଚାନ୍ଦିପୁଟ ଠାରୁ ଅନେକ ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏହି ସ୍ଥାନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଝୁଲା ପୋଲଟି ତିତଲି ବାତ୍ୟାରେ ଭାସିଯାଇ ନଦୀରେ ବର୍ତ୍ତମାନ ସୁଦ୍ଧା ଭାସିରହିଛି । ହେଲେ ତାପର ଠାରୁ ଅସ୍ଥାୟୀ ପୋଲ ତିଆରି କରି କାମ ଚଳାଇ ଦେଉଛନ୍ତି ପ୍ରଶାସନ ।
ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ
ଗଜପତି: ଲଗାଣ ବର୍ଷାରେ ନଦୀ ଜଳସ୍ତର ବୃଦ୍ଧିପାଇ ଭାସିଗଲା ଅସ୍ଥାୟୀ ପୋଲ । ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ମୋହନା ବ୍ଲକ୍ ବାଲିପଙ୍କ ନିକଟସ୍ଥ ଅସ୍ଥାୟୀ ପୋଲ ଭାସିଗଲା ।
Download Argus News App
