ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ 2 କୋଟି 46 ଲକ୍ଷ 30 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛି l ପୂର୍ବରୁ 4 ଟି କିସ୍ତିରେ 5 ହଜାର ଟଙ୍କା ଲେଖାଏଁ କରୋନା ସହାୟତା ପ୍ରଦାନ କରାଯାଇଥିଲା l ଏବେ କରୋନା କଟକଣା ଯୋଗୁଁ ସେବାୟତମାନେ ପୁଣି ଆର୍ଥିକ କ୍ଷତି ସାମ୍ନା କରୁଥିବାରୁ ଏହି 5ମ କିସ୍ତି ସହାୟତା ରାଶି ପ୍ରଦାନ କରାଯାଇଛି l ମୂଖ୍ୟ ପ୍ରଶାସକଙ୍କ ନିଷ୍ପତି କ୍ରମେ ଆଜି ଏହି ସହାୟତା ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ସୂଚନା ଦେଇଛନ୍ତି l
ସେବାୟତଙ୍କୁ ଆର୍ଥିକ ସହାୟତା ଘୋଷଣା, ମିଳିବ 10 ହଜାର ଟଙ୍କାର ଅନୁଦାନ
Download Argus News App
