ତେବେ ସରକାର ଗାଁ ଉପରେ ଫୋକସ ଦେଉନଥିବାରୁ ଅସନ୍ତୋଷ ବଢିଛି। ଏପରିକି ଗାଁରେ କ୍ବାରେଣ୍ଟାଇନ ସେଣ୍ଟର ଖୋଲୁନଥିବାରୁ ବାଧ୍ୟ ଲୋକେ ଲୋକେ ଘରେ ରହୁଛନ୍ତି। ଫଳରେ ସଂକ୍ରମଣ ବଢିଚାଲିଛି। ଯାହାକି ଏବେ ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଟେଷ୍ଠିଂ ବୃଦ୍ଧିର ଆବଶ୍ୟକତା ଥିବା କହିଛନ୍ତି ବ୍ରହ୍ମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ଦିଲ୍ଲିପ କୁମାର ଦାଶ।
ଗାଁରେ ଟେନସନ୍ , କରୋନାର କବଳରେ ଯୁବପୀଢିଠୁ ଆରମ୍ଭ କରି ବୃଦ୍ଧ ଯାଏ

କଟକ: ଗାଁରେ ବଢୁଛି ସଂକ୍ରମଣ। ଯୁବପୀଢିଠୁ ଆରମ୍ଭ କରି ବୃଦ୍ଧ ଯାଏ ହେଉଛନ୍ତି କରୋନାରେ ଆକ୍ରାନ୍ତ। କଟକ ଆଠଗଡର ବିଭିନ୍ନ ପଞ୍ଚାୟତରେ କାୟା ମେଲାଇବାରେ ଲାଗିଛି କରୋନା। ତେବେ ସେହି ଅନୁପାତରେ ହେଉନି ଟେଷ୍ଟିଂ। ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟ ବ୍ରାହ୍ମଣବସ୍ତି ଗାଁରେ ପଜିଟିଭଙ୍କ ସଖ୍ୟା ବଢିଚାଲିଛି। କିନ୍ତୁ ଲୋକେ ପାଇପାରୁନାହାନ୍ତି ଉପଯୁକ୍ତ ସେବା। ଏପରିକି ଟେଷ୍ଟିଂର ଅଭାବ ମଧ୍ୟ ଦେଖାଦେଇଛି। ଗାଁ ଗୁଡିକୁ ମଧ୍ୟ ସାନିଟାଇଜ କରାଯାଉନଥିବାରୁ ଲୋକଙ୍କ ମଧ୍ୟରେ ବଢିଛି ଅସନ୍ତୋଷ।
ମେଣ୍ଟେନାସ୍ ପାଇଁ ବିଜୁଳି କାଟ ହେଉଥିବା କହିଲେ ଶକ୍ତି ସଚିବ

ଅର୍ଗସ ବ୍ୟୁରୋ : କେଉଁଠି ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ୍ ତ ଆଉ କେଉଁଠି ବିନା ବ୍ୟବହାରରେ ହଜାର ହଜାର ଟଙ୍କାର ବିଜୁଳି ବିଲ୍ । ଟାଟା ପାୱାରର ଜଣେ ବିଦ୍ୟୁତ ଉପଭୋକ୍ତା । ତାଙ୍କ ଅଭିଯୋଗ ଘରେ କେବଳ ୫ୱାଟ’ର ୩ଟି ବଲବ ସହ ଗୋଟିଏ ପଙ୍ଖା ବୁଲୁଥିବା ବେଳେ ମାସକୁ ବିଲ ୧୦୦ ଟଙ୍କା ଭିତରେ ରହେ । ମାତ୍ର ୮ ମାସରୁ ୯ ମାସ ହେବ ତାଙ୍କୁ କୌଣସି ବିଲ୍ ନ ଦିଆଯାଇନାହିଁ । ଏବେ ଏ
Download Argus News App
