ପଚରାଉଚରା ବେଳେ ଏହି ଆତଙ୍କବାଦୀମାନେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଏହି ସୂଚନା ଦେଇଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । 15 ଜଣ ଜେଏମ୍ବି ଆତଙ୍କବାଦୀ ଭାରତରେ ପ୍ରବେଶ କରିଛନ୍ତି । ଏମାନଙ୍କ ମଧ୍ୟରୁ 10 ଜଣ ଓଡ଼ିଶା, ବିହାର ଓ ଜମ୍ମୁକଶ୍ମୀରକୁ ପ୍ରବେଶ କରିଛନ୍ତି ।
ଓଡ଼ିଶାରେ ବାଂଲାଦେଶ ଆତଙ୍କବାଦୀ ସଂଗଠନ ଜେଏମ୍ବିର ଆତଙ୍କବାଦୀ

ଭୁବନେଶ୍ଵର : ଓଡ଼ିଶାରେ ବାଂଲାଦେଶ ଆତଙ୍କବାଦୀ ସଂଗଠନ ଜମାତୁଲ ମୁଜାହିଦ୍ଦିନ୍ ବା ଜେଏମ୍ବିର ଆତଙ୍କବାଦୀ । ପଶ୍ଚିମ କୋଲକାତାର ହରିଦେବପୁରରୁ ଏହି ସଂଗଠନର ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ।
Download Argus News App
