୨ସପ୍ତାହ ମଧ୍ୟରେ ଅତିରିକ୍ତ ନଥିପତ୍ର ଦାଖଲ କରିବାକୁ ଟ୍ରିବୁନାଲ କହିଛନ୍ତି। ପୂର୍ବ ଶୁଣାଣିରେ ଟ୍ରିବୁନାଲ ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଦଳକୁ କେନ୍ଦ୍ରୀୟ ଏଜେନ୍ସି ସହିତ ଆଲୋଚନା ପାଇଁ କହିଥିଲେ ।
ମହାନଦୀ ଜଳ ବିବାଦ ମମାଲାର 23 ତମ ଶୁଣାଣି ଶେଷ

ନୂଆଦିଲ୍ଲୀ : ଟ୍ରିବୁନାଲରେ ମହାନଦୀ ଜଳ ବିବାଦ ମମାଲାର 23 ତମ ଶୁଣାଣି ଶେଷ ହୋଇଛି। ମହାନଦୀ ଅବବାହିକା ଜଳ ସଂକ୍ରାନ୍ତ ନଥିପତ୍ର ପାଇଁ କେନ୍ଦ୍ରୀୟ ଜଳ ଆୟୋଗ (CWC ) ସହ ବୈଠକ ନେଇ ଟ୍ରିବୁନାଲକୁ ଉଭୟ ରାଜ୍ୟ ଅବଗତ କରାଇଛନ୍ତି । ଏହା ପରବର୍ତ୍ତୀ ଶୁଣାଣି ୨୩ ଅକ୍ଟୋବରରେ ହେବ।
Download Argus News App
