ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ବରୀ ଖଣ୍ଡ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି l
ଆସନ୍ତାକାଲି ଠାରୁ ବନ୍ଦ ରହିବ ଏମସ ଓପିଡି

ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଠାରୁ ବନ୍ଦ ରହିବ ଏମସ ଓପିଡି। ଏମସର କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ କର୍ମଚାରୀଙ୍କ ଅଭାବ ହୋଇଛି। ସେପଟେ ଅନ୍ୟ କେତେକ କର୍ମଚାରୀ କଣ୍ଟେନମେଣ୍ଟ ଅଞ୍ଚଳରେ ରହୁଥିବାରୁ ସେମାନଙ୍କ ପକ୍ଷେ ହସ୍ପିଟାଲ ଆସିବା ସମ୍ଭବ ନୁହେଁ। ଏଭଳି କ୍ଷେତ୍ରରେ ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର ଏମସ ନିର୍ଦ୍ଦେଶିକା ବି.ଗୀତାଜଂଳୀ ଏନେଇ ସୂଚନା ପ୍ରଦାନ କରିଛନ୍ତି । ତେବେ ଓପିଡି ବନ୍ଦ ରହୁଥିଲେ ମଧ୍ୟ ରୋଗୀମାନଙ୍କୁ ଟେଲି ମେଡିସିନର ସୁବିଧା ମିଳିବ। ଏକ ଆପ ଜରିଆରେ ରୋଗୀମାନଙ୍କୁ ପରାମର୍ଶ ମିଳିବ।
Download Argus News App
