ଦୁର୍ଘଟଣା ର ଶୀକାର ହୋଇଥିବା ମୋଟର ସାଇକେଲ ଚାଳକକୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ବାରିପଦା ଟାଉନ ପୋଲିସ ପହଞ୍ଚିଛି । ଲୋକଙ୍କ କହିବା ଅନୁଯାୟୀ ଜାତୀୟ ରାଜପଥ ଗଳାପୋଲ ନଥିବା ଯୋଗୁଁ ବସଟି ରଙ୍ଗ ରୁଟରେ ଯାଉଥିଲା । ଯାହାଫଳରେ ଏଭଳି ଦୁର୍ଘଟଣା ଘଟିଥିଲା ।
ଦୁର୍ଘଟଣା ଘଟାଇଥିବା ବସ୍ କୁ ଜାଳିଦେଲେ ଉତ୍ୟକ୍ତ ଲୋକେ

ମୟୂରଭଞ୍ଜ: ବାରିପଦା ଟାଉନଥାନା ଅନ୍ତର୍ଗତ ଟେଲକୋ ଛକ ଠାରେ ଅଘଟଣ । ଦୁର୍ଘଟଣା ଘଟାଇଥିବା 'ରଞ୍ଜିତା' ନାମକ ଏକ ଘରୋଇ ବସକୁ ଜାଳିଦେଲେ ଉତ୍ୟକ୍ତ ଲୋକେ। ଜାତୀୟ ରାଜପଥ ୧୮ରେ ବସଟି ଦୃତଗତୀରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଡିଭଡର ଡେଇଁ ଏକ ମୋଟର ସାଇକେଲକୁ ଧକ୍କା ଦେଇଥିଲା । ଯାହାକୁ ନେଇ ଉତ୍ୟକ୍ତ ଲୋକମାନେ ବସରେ ନିଆଁ ଲଗାଇ ଦେଇଥିଲେ ।
Download Argus News App
