ଚଳିତ ଥର ବଜେଟ୍ ୨ଲକ୍ଷ ୩୦ହଜାର କୋଟିର ରହିଛି। ବ୍ୟୟମଜୁରୀ ବିଲ ପାରିତ ହେଲେ ଆସନ୍ତା କାଲିଠାରୁ ଆରମ୍ଭ ହେଉଥିବା ନୂଆ ଆର୍ଥିକ ବର୍ଷ ପାଇଁ ବଜେଟରୁ ଖର୍ଚ୍ଚ କରିବେ ସରକାର। ସେହିପରି ପ୍ରଶ୍ନ କାଳରେ ଶିଳ୍ପ,ଏମଏସଏମଇ, ଶକ୍ତି, ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ,ବିଗ୍ୟାନକାରିଗରୀ,ସରକାରୀ ଉଦ୍ୟୋଗ, ହସ୍ତତନ୍ତ ବୟନ ଶିଳ୍ପ ବିଭାଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଯାହା ଉପରେ ସମସ୍ତଙ୍କର ନଜର ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: