ହାତୀଟିର ବୟସ ପ୍ରାୟ ଦେଢ ବର୍ଷରୁ ଦୁଇ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବ ବୋଲି କହିଛନ୍ତି କୁଳଡିହା ରେଞ୍ଜର ବିଜୟ କୁମାର ମହାପାତ୍ର।
ବାଲେଶ୍ୱର : ବାଲେଶ୍ୱର କୁଳଡୀହା ଅଭୟାରଣ୍ୟରେ ହାତୀ ମୃତ । ରିଷିଆ ଡେମର ଗୁହିରାଭୋଳ ନିକଟରେ ଏକ ଛୁଆ ହାତୀର ମୃତ ଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।