ଏବଂ ତଳ ପଡିଆରେ ବଳିଯାତ୍ରା ପାଇଁ Ngt ର ଅନୁମତି ରହିଛି ହେଲେ ବାଲିଯାତ୍ରା ସରିବା ପରେ ନଦୀ କୁଳକୁ ପୂର୍ବ ପରି ପରିଷ୍କାର କରିବା ପାଇଁ ମଧ୍ୟ NgT ର ନିର୍ଦ୍ଦେଶ ରହିଛି । ସେପଟେ ମେୟର କହିଛନ୍ତି ବାଲିଯାତ୍ରା ସରିବା ଅଳ୍ପ ଦିନ ହୋଇଛି ସଫେଇ କାର୍ଯ୍ୟ କଟକ ମହାନଗର ନିଗମ ର ଏବଂ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି।
ସରିଛି ବାଲିଯାତ୍ର ମାତ୍ର ହୋଇପାରୁ ନାହିଁ ସଫେଇ କାର୍ଯ୍ୟ

କଟକ: ସରିଛି ବାଲିଯାତ୍ର ମାତ୍ର ହୋଇପାରୁ ନାହିଁ ସଫେଇ କାର୍ଯ୍ୟ । ବାଲିଯାତ୍ର ସରିବାର 11 ଦିନ ପରେ ବି ତଳ ପଡିଆ ରେ ପଡି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା। ସବୁଠାରୁ ବଡ଼ କଥା ହେଉଛି ମହାନଦୀ କୂଳରେ କୌଣସି ସ୍ଥାୟୀ ନିର୍ମାଣ କିମ୍ବା ମହାନଦୀ ଶହେ ମିଟର ଭିତରେ କୌଣସି ଅଳିଆ ଆବର୍ଜନା ପଡିବ ନାହିଁ ବୋଲି NGT ନିର୍ଦେଶ ରହିଛି ।
Download Argus News App
