ଯୁବକ ଜଣକ ସାତକସିଆ ପଂଚାୟତର ବାଲିଘାଟ ଗ୍ରାମର ବୋଲି ଜଣାପଡିଛି । ଯୁବକ ଜଣଙ୍କ ସାମାନ୍ୟ ଆହତ ହୋଇଥିବା ବେଳେ ବାଇକଟି ଜଳିଯାଇଥିଲା । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ଇଲେକ୍ଟ୍ରି ତାର ଛିଣ୍ଡି ଜଳିଗଲା ବାଇକ
Download Argus News App
