ଏହି ସମୟରେ ଚକ ଅଖ ସବୁ ବନ୍ଦ କରିବାକୁ ବିଜେପି ପକ୍ଷରୁ ଆହ୍ବାନ କରାଯାଇଛି । ମମିତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଦଣ୍ଡ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ବିଜେପି ।
ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ବିଜେପିର ନିଷ୍ପତ୍ତି
Download Argus News App
