୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡିର ଏଇ ଡ୍ରାମା ପାଣି ଉଦ୍ଦେଶ୍ୟରେ ନୁହେଁ ରାଜନୌତିକ ଉଦ୍ଦେଶ୍ୟରେ ଥିଲା। ୨୨ ବର୍ଷ ଶାସନ କ୍ଷମତାରେ ଥିବା ବିଜେଡି ସରକାର କାହିଁକି ଗୋଟିଏ ବ୍ୟାରେଜ କରି ପାରିଲେନି।
ଅନ୍ୟାନ୍ୟ ପ୍ରସଙ୍ଗରେ ଦାମି ଓକିଲକୁ ନେଇ କେସ ଲଢୁଥିବା ସରକାର, ମହାନଦୀ ପ୍ରସଙ୍ଗରେ ଟ୍ରିବୁନାଲରେ ବଡ ଓକିଲ ଦେବାକୁ ଆହ୍ୱାନ କରିଛନ୍ତି ବିଜେପି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ।