ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଆ ପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ପାଇକ ପରିବାରକୁ ସମ୍ମାନ ମିଳିଛି । ୨୦୧୭ରେ ପ୍ରଧାନମନ୍ତ୍ରୀ ନିଜେ ଓଡ଼ିଶା ଆସିଥିଲେ ଏବଂ ପାଇକ ବିଦ୍ରୋହରେ ସାମିଲ ଥିବା ପରିବାରକୁ ସମ୍ମାନୀତ କରିଥିଲେ । ୨୦୦ ବର୍ଷ ପୂର୍ତ୍ତି ଅବସରରେ ବରୁଣେଇଠାରେ ସ୍ମାରକୀ ପାଇଁ କେନ୍ଦ୍ର ବଜେଟରେ ସ୍ଥାନ ଦେଇଥିଲେ ।
ବିଧାନସଭାରେ ବିଜେଡିର ବିକ୍ଷୋଭ ପରେ ବିଜେପି ରଖିଛି ଜବାବ
Download Argus News App
