ରାସ୍ତା ପାଇଁ ଅନେକ ଥର ପ୍ରଶାସନ ଠାରେ ଗୁହାରୀ କରିଥିଲେ ମଧ୍ୟ କେହି ଶୁଣି ନଥିଲେ । ଏଵେ ଉପନିର୍ବାଚନ ଥିବାରୁ ବ୍ଲକ ପ୍ରଶାସନ ବିଜେଡି ପାଇଁ ଆଚରଣ ବିଧି ଉଲଙ୍ଘନ କରି ରାସ୍ତା କାମ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଆଚରଣ ବିଧି ଖୋଲାଖୋଲି ଭାବେ ଉଲଙ୍ଘନ କରୁଛି ବ୍ଲକ ପ୍ରଶାସନ

ବରଗଡ: ପଦ୍ମପୁର ଉପନିର୍ଵାଚନରେ ଆଚରଣ ବିଧି ଖୋଲା ଖୋଲି ଭାବେ ଉଲଙ୍ଘନ କରୁଛି ବ୍ଲକ ପ୍ରଶାସନ । ଆଚରଣ ଲାଗୁ ପରେ ବି ଗାଁରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି । ପଦ୍ମପୁର ନିର୍ବାଚନ ମଣ୍ତଳି ପାଇକମାଲ ବ୍ଲକ ଧୁମାଭଟା ଛକରୁ ଲଖମରା ପର୍ଯ୍ୟନ୍ତ ରାସ୍ତା କାମ ଚାଲିଛି ।
Download Argus News App
