ଖବର ପାଇ ଯଶିପୁର ପୋଲିସ ଗଳିତ ଶବକୁ ଉଦ୍ଧାର କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏଯାଏ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ ଆସିଲା ପରେ ଅଧିକ ତଦନ୍ତ କରିବ ପୋଲିସ ବୋଲି ସୂଚନା ମିଳିଛି ।
ଜଙ୍ଗଲରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ

ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ଲଙ୍ଗଳଶୀଳା ଗାଁ ଜଙ୍ଗଲରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ସ୍ଥାନୀୟ ଗାଁ ଲୋକେ ଦେଖବାକୁ ପାଇଥିଲେ। ପରେ ଯଶିପୁର ପୋଲିସକୁ ଖବର ଦେଇଥିଲେ।
Download Argus News App
