ଗଣେଷ ଗତକାଲି ଠାରୁ ନିଖୋଜ ଥିବା ବେଳେ ଆଜି ନଦୀରୁ ମୃତଦେହ ଉଦ୍ଧାର କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା
ସୂଚନାମୁତାବକ, ଲୋକନାଥ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ୨ୟ ଶ୍ରେଣୀରେ ପଢ଼ୁଥିଲା ଗଣେଶ। ଗତକାଲି ସକାଳଠୁ ନିଖୋଜ ଥିଲେ । ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।