ପୋଲିସ ପହଞ୍ଚି ଶବକୁ ଜବଦ ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ମୃତ ବ୍ୟକ୍ତିର ପରିଚୟ ମିଳିନଥିବାବେଳେ ସେ କିଛି ଦିନ ଧରି ପଦ୍ମପୁର ବଜାରରେ ବିଖ୍ୟା ବୃତ୍ତି କରୁଥଲା ବୋଲି ଜଣାପଡିଛି ।
ଓଡିଶା ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: ଘର ଭିତରୁ ଏକ ଅଜଣା ବ୍ୟକ୍ତିର ମୃତ ଦେହକୁ ଉଧାର କଲା ପୋଲିସ । ତେବେ ମୃତ ବ୍ୟକ୍ତିର ପରିଚୟ ମିଳିନଥିବାବେଳେ ସେ କିଛି ଦିନ ଧରି ଭିକ୍ଷାବୃତି କରି ଚଳୁଥିଲା ବୋଲି ଜଣାପଡିଛି । ଏଭଳି ଘଟଣା ସାମ୍ନାକୁ ଆସିଛି ବାସୁଦେବପୁର ଥାନା ପଦ୍ମପୁର ରେ । ଆଉ ମୃତଦେହ ମିଳିଛି ପଦ୍ମପୁର ପ୍ରାଣୀଧନ ସହାୟକ କେନ୍ଦ୍ର ଭିତରୁ । ତେବେ ଆଜି କିଛି ସ୍ଥାନୀୟ ଲୋକମାନେ ଆଜି ଘର ଭିତରେ ମୃତଦେହ ପଡିଥିବା ଦେଖି ବାସୁଦେବପୁର ପୋଲିସ କୁ ଖବର ଦେଇଥିଲେ ।
ପୋଲିସ ପହଞ୍ଚି ଶବକୁ ଜବଦ ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ମୃତ ବ୍ୟକ୍ତିର ପରିଚୟ ମିଳିନଥିବାବେଳେ ସେ କିଛି ଦିନ ଧରି ପଦ୍ମପୁର ବଜାରରେ ବିଖ୍ୟା ବୃତ୍ତି କରୁଥଲା ବୋଲି ଜଣାପଡିଛି ।
ଓଡିଶା ଖବର ଆହୁରି ପଢନ୍ତୁ