ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ହାଇଡ୍ରୋସିଲ ଅପରେସନ ପାଇଁ ଘଟଗାଁ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତ ୭ ତାରିଖରୁ ଘଟଗାଁ ମେଡିକାଲରୁ କେଉଁ ଆଡ଼େ ଚାଲିଯାଇଥିଲେ। ତାଙ୍କର ଖୋଜଖବର ନମିଳିବାରୁ ଘଟଗାଁ ଥାନାରେ ଅଭିଯୋଗ ହୋଇଥିଲା। ଆଜି ତାଙ୍କର ଝୁଲନ୍ତା ମୃତଦେହକୁ ଜଙ୍ଗଲରୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରିରଖିଛି ।
ମେଡିକାଲରୁ ନିଖୋଜ ଥିଲେ ବ୍ୟକ୍ତି
ଶୁଖିଗଲାଣୀ ମହାନଦୀ

ଅର୍ଗସ ବ୍ୟୁରୋ : ଶୁଖିଗଲାଣୀ ମହାନଦୀ । ଯେଉଁଠି ପାଣି ଲହଡି ମାରିବା କଥା ସେଠି ଖାଲି ବାଲି ହିଁ ବାଲି । ବଡ ନଦୀକୁ ଏବେ ବଡ ବିପଦ । ଚିନ୍ତାରେ ୧୫ ଜିଲ୍ଲାର ଜିଲ୍ଲାବାସୀ । ଆଉ ଚିନ୍ତାରେ ଏବେ ନଦୀକୂଳିଆ ବାସୀ । ଚାଷୀ , ମତ୍ସ୍ୟଚାଷୀ ସମସ୍ତେ ଚିନ୍ତାରେ । ଛତିଶଗଡ ପାଶ୍ୱରେ ପାଣି ଭରି ରହିଥିବା ବେଳେ ଓଡିଶା କିନ୍ତୁ ଶୁଖା ପଡିଛି । ଯାହା ରାଜ୍ୟ ସରକାରଙ୍କ ଅପାରଗତା ବୋଲ
Download Argus News App
