ଆଜି ମୃତଦେହଟି ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ଯୁବକଙ୍କ ବେକରେ ଏକ ଗାମୁଛା ବନ୍ଧା ଯାଇଥିବା ବେଳେ ସେ ତଳେ ବସିରହିଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ହତ୍ୟା ପରେ କେହି ଟାଙ୍ଗି ଦେଇଥିବା ସନ୍ଦେହ
ବିଦେଶରେ ଅଛି ଭାରତରୁ ଚୋରି ଯାଇଥିବା ଅନେକ ହୀରା

ଅର୍ଗସ୍ ବ୍ୟୁରୋ : ତାମିଲନାଡୁର ଶ୍ରୀରଙ୍ଗପଟନମରେ ଥିବା ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତିର ଶୋଭାବର୍ଦ୍ଧନ କରୁଥିବା ହୀରା ଆଜି ରୁଷରେ ଅଛି । ୧୭୪୭ରେ ଏହି ବିରାଟ ହୀରାକୁ ଚୋରି କରିଥିଲେ ଜଣେ ଫରାସୀ ସୈନିକ । ଅନେକ ହାତ ଦେଇ ଏହା କିଣା ବିକା ହେଲା ପରେ ଏହାକୁ ଇରାନର ଜଣେ କୋଟିପତି କିଣିଥିଲେ । ଶ୍ରୀ ରଙ୍ଗନାଥସ୍ୱାମୀଙ୍କ ହୀରାର ନାଁ ହୋ
Download Argus News App
