ମୃତକ ହେଲେ ସାନଖଇରମାଲର ସୁଦାମ ଗୌଡ ( ରାହୁଲ )। କେହି ତାଙ୍କୁ ହତ୍ୟା କରି ଗାଁ ଜମି ନିକଟରେ ଫିଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପରିବାରବର୍ଗ ପକ୍ଷରୁ ହତ୍ୟା ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ସଦରଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭକରିଛି । ତେବେ ପାରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା । ଭବାନୀ ପାଟଣା ସଦର ଥାନା ପୋଲିସ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ ଜାରିରହିଛି ।
ବିଲ ମଝିରୁ ନାବାଳକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସାନ ଖଇରମାଲ ଗାଁରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ସାନ ଖଇରମାଲ ଗାଁର ୧୭ ବର୍ଷର ନାବାଳକ ମଙ୍ଗଳବାର ଠାରୁ ନିଖୋଜ ଥିବାବେଳେ ତାର ମୃତଦେହ ଆଜି ଗାଁ ନିକଟ ଏକ ଜମିରୁ ଉଦ୍ଧାର କରାଯାଇଛି ।
ବନ୍ୟା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ପ୍ରତିକ୍ରିୟା

ଅର୍ଗସ ବ୍ୟୁରୋ: ରାଜ୍ୟରେ ବନ୍ୟା ସ୍ଥିତି ନେଇ ଆସିଲା ବଡ ଖବର । ଅପରାହ୍ନରେ ହୀରାକୁଦ ଗେଟ୍ ଖୋଲା ନିଷ୍ପତ୍ତି ହୋଇପାରେ। ବନ୍ୟା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ପ୍ରତିକ୍ରିୟା। ପଥରଲା, ଖଇରମାଳ, ବରମୂଳରେ ବନ୍ୟାଜଳ ପ୍ରବାହ କମିଛି। ମୁଣ୍ଡଳୀରେ ଜଳସ୍ତର ବଢ଼ିଛି, ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହୋଇଛି । 11 ଲକ୍ଷ 60 ହଜା
Download Argus News App
