ଆଜି ସ୍ଥାନୀୟ ବାସୀନ୍ଦାମାନେ ଦେଖିବାକୁ ପାଇଥିଲେ। ମୃତ ଶିଶୁଟି ପୁଅ କି ଝିଅ ଚିହ୍ନି ହେଉନଥିବାବେଳେ କେହି ଦୁର୍ବୃତ୍ତ ମାରି ଫିଙ୍ଗି ଦେଇଥିବାର ଅନୁମାନ କରାଯାଉଛି। ଖବର ପାଇ ସିମୁଳିଆ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଜାରି ରଖିଛି।
ଅର୍ଗସ ବ୍ୟୁରୋ: ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାଣତ୍ରୀ ପଞ୍ଚାୟତ ଅଧିନ ସାଲୋ ଛକ କେନାଲ ବନ୍ଧ ନିକଟରେ ଏକ ଅଜଣା ନିବଜାତ ଶିଶୁର ମୃତ ଦେହ ଠାବ ହୋଇଛି। ମୃତ ଶିଶୁଟି ବିଲ ମଝିରେ ଏକ ବୁଦା ମୂଳରେ ପଡ଼ି ଫୁଲିଯିବା ସହିତ ଦୁର୍ଗନ୍ଧ ବାହାରୁଥିଲା।