କିନ୍ତୁ ଆଜି ଘର ଭିତରୁ ସ୍ୱାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି ଭଟଲି ପୋଲିସ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଅର୍ଗସ ବ୍ୟୁରୋ :ବରଗଡ଼ ଜିଲ୍ଲା ଭଟଲି ଥାନା ଭଡିଗାଁରେ ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କଲା ପୋଲିସ । ମୃତ ଦମ୍ପତି ଦ୍ବୟ ହେଲେ ରଘୁ ଭୁଏ ଓ ପଦିଷ୍ଟା ଭୁଏ । ଗତ ବର୍ଷ ଡିସେମ୍ବର ଦୁଇ ତାରିଖ ଦିନ ମୃତ ଦମ୍ପତିଙ୍କ ଏକମାତ୍ର ଝିଅ ସସ୍ମିତା ଭୁଏକୁ ଗାଁର ଅଜିତ ବରିହା ଟାଙ୍ଗିଆରେ ହତ୍ୟା କରିଥିଲା । ଏକମାତ୍ର ଝିଅର ଏଭଳି ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲେ ଦମ୍ପତି ଦ୍ବୟ ।
Download Argus News App
