ବରଗଡରେ କ୍ୟାନସର ହସ୍ପିଟାଲକୁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ । ଏନେଇ ଖର୍ଚ୍ଚ ହେବ ୧୦ କୋଟି ୪୯ ଲକ୍ଷ ୨୧ ହଜାର ଟଙ୍କା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ହସ୍ପିଟାଲ ନିର୍ମାଣକୁ ଅନୁମୋଦନ ଦେଇଛି ।
ବରଗଡରେ କ୍ୟାନସର ହସ୍ପିଟାଲକୁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ
ଅର୍ଗସ ବ୍ୟୁରୋ: ବହୁ ବାଦ ପ୍ରତିବାଦ ପରେ ଭାଙ୍ଗିଲା ରାଜ୍ୟ ସରକାରଙ୍କ ନିଦ । ଅନେକ ଦିନ ଧରି ଏନେଇ ଦାବି ହୋଇଆସୁଥିଲା । ସରକାର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ । ବର୍ତ୍ତମାନ ସରକାର ଏଉପରେ ଦୃଷ୍ଟି ଦେଇଛନ୍ତି ।
ପଙ୍କରେ ପଇଚି ହାତ...

ଅର୍ଗସ ବ୍ୟୁରୋ: କଟକର ନାଳି ଆଉ ଗଳି କେତେବେଳୋ କାହାକୁ କ’ଣ ଦେଇଦେବ ଆଉ କେତେବେଳେ କାହାଠୁ କ’ଣ ନେଇଯିବ କିଏ ଜାଣିଛି। ତଥାପି ଏ ନାଳି ରୌପ୍ୟ ନଗରୀର ସଂସ୍କୃତି ଆଉ ରାଜନୀତି ସହ ଜଡିତ। ପ୍ରତିବର୍ଷ ଏ ହିଁ ପାଲଟେ ରାଜନୈତିକ କ୍ଷମତା କେନ୍ଦ୍ରର ପଶାପାଲି। ନାଳ ସମସ୍ୟା, ଡ୍ରେନ ସଫେଇ କାର୍ଯ୍ୟକୁ ନେଇ ସନ୍ତୁଳୀ ହେଉଥିବା ଆମ କଟକ ସହରର ଏବେ ଚର୍ଚ୍ଚା ଭିନ୍
Download Argus News App
