ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ GRP ଥାନାରେ ମାମଲା ରୁଜୁ ହୋଇଛି। ଆଇପିସି ଦଫା 337, 338, 304-କ, 34ରେ ଏବେ ରେଲଓ୍ବେ ଆକ୍ଟ 153, 154 ଓ 175ରେ ମାମଲା ଦାୟର ହୋଇଛି । ଗତକାଲି ରେଲୱେ ସେଫ୍ଟି କମିସନର ଦୁର୍ଘଟଣାସ୍ଥଳ ପରିଦର୍ଶନକ କରିଥିଲେ।
ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣା ଘଟଣା। ଏବେବି ଭାବିଲା ବେଳକୁ ଭୟ ଲାଗୁଛି। ତେବେ ଯଥାଶୀଘ୍ର ଏହାର ତଦନ୍ତ କରାଯାଇ, ସତ ସାମ୍ନାକୁ ଆସିବା ଦରକାର।
ଅଧିକ ପଢ଼ନ୍ତୁ ଓଡିଶା ଖବର: